Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Nictitating membrane
ଉପପଲ୍ଲବ, ନିଶେଷକ ପଟଳ
Nidification (nidulation)
ନୀଡ଼ ରଚନା
Nidicolous
ନୀଡ଼ାଶ୍ରୟୀ
Night blind
ଅନ୍ଧାର କଣା
Nightingale
ବୁଲ୍ବୁଲ୍
Nipple
ସ୍ତନାଗ୍ର
Nissl’s granule
ନିସିଲ କଣିକା
Nitrogenous
ଯବକ୍ଷାରୀୟ
Nitrogenous excretion
ଯବକ୍ଷାରୀୟ ରେଚନ
Nitrogenous metabolism
ଯବକ୍ଷାରୀୟ ଉପଚୟନ
Nitrogen cycle
ଯବକ୍ଷାରଜାନ ଚକ୍ର
Nitrogen fixation
ଯବକ୍ଷାରଜାନ ଯୌଗିକୀକରଣ
Noctural
ନିଶାଚର
Noctural animal
ନିଶାଚର ପ୍ରାଣୀ
Noctural migrant
ନୈଶ ପ୍ରବାସୀ
Node
ଗଣ୍ଠି
Nodes of ranvier
ରାନ୍ଭିଅରଙ୍କ ଗଣ୍ଠି
Nodule
ଗୁଟିକା
Nodosaroid
ମଣିକାଭ
Nodus