Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Nacre
ଶକ୍ତିପଟ, ମୁକ୍ତାଭ
Nacreous
ମୌକ୍ତିକ
Nail
ନଖ
Naid
ଜଲାର୍ଭକ
Nape
ଗ୍ରୀବା ପୃଷ୍ଠ
Narcotic
ସ୍ଵାପକ
Nares, naris
ନାସାରନ୍ଧ୍ର
Naris impervial
ଅପ୍ରବେଶ୍ୟ ନାସାରନ୍ଧ୍ର
Nasal
ନାସା
Nasal bone
ନାସାସ୍ଥି
Nasal cavity
ନାସାବିବର
Nasal chamber
ନାସାଗୁହା
Nasal opening
ନାସାଦ୍ଵାର
Nasal passage
ନାସାପଥ
Nasal pit
ନାସାଗର୍ତ୍ତ
Nasal schield
ନାସା ଢ଼ାଲକ
Nasal tube
ନାସା ନାଲୀ
Nascent embryo
ନବଜାତ ଭ୍ରୁଣ
Nasobuccal groove
ନାସାମୁଖ ବିବର
Nasobuccal frontal