Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Muscle
ପେଶୀ
Machilis
ମେକିଲିସ
Macro
ଦୀର୍ଘ, ଗୁରୁ, ମହା
Machozooid
ରକ୍ଷୀ ଜୀବକ, ଗୁରୁ ଜୀବକ
Macherel
ଖାଦ୍ୟଯୋଗ୍ୟ (ବାଂଡ଼ା) ସମୁଦ୍ର ମାଛ
Macraker
ଦୀର୍ଘନର
Macregate
ଦୀର୍ଘକର୍ମୀ
Macrauchenia
ମେକ୍ରୋକେନିଆ
Macrobasic
ଦୀର୍ଘାଧାରୀ
Macrobiosis
ଦୀର୍ଘ ଜୀବନ
Macrobiotic
ଦୀର୍ଘଜୀବୀ
Macroblast
ଗୁରୁ
Macrocereus
ଦୀର୍ଘ ପୁଚ୍ଛୀୟ
Macrochalte
ଦୀର୍ଘଶୂକ
Macro chromosome
ଗୁରୁ ଗୁଣ ସୂତ୍ର
Macrocneme
ଦୀର୍ଘପଟ
Macro cnemus
ଦୀର୍ଘ ପଟୀୟ
Macro conjugant
ଗୁରୁ ସଂଯୁଗ୍ମୀ
Macrocyte
ସ୍ଥୂଳାଣୁ
Macrocytic