Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Mellisugous
ମଧୁଚୂଷକ
Membrabana chalazifera
ଶ୍ଵେତକ ରଜ୍ଜୁଧର କଳା
Membrana elastica interna
ଅନ୍ତଃ ପ୍ରତ୍ୟାସ୍ଥ କଳା
Membrana fenestrata
ଗବାକ୍ଷ ଝିଲ୍ଲୀ
Membrana graulosa
କଣିକାମୟ କଳା
Membrana reticularies
ଜାଲିକା କଳା
Membrana renniens
ପୁନର୍ଯୋନୀ କଳା
Membranated embryo
କଳାଯୁକ୍ତ ଭ୍ରୁଣ
Membrana tympaniformes externa
ବାହ୍ୟ କଣ୍ଟପିଟହ କଳା
Membrana tympaniformes interna
ଆନ୍ତଃ କର୍ଣ୍ଣପିଟହ କଳା
Membrana ventralis
ଅଧରୀୟ କଳା
Membrana alalogy
ଝିଲ୍ଲୀ ସାଦୃଶ୍ୟ
Meningoencephalitis
ତାର୍ନିକା ମସ୍ତିଷ୍କ ଶୋଥ
Mental construction
ମାନସିକ ରଚନା
Mental retardation
ମାନସିକ ମନ୍ଦ୍ରତା
Merdivorous (co-prophagous)
ବିଷ୍ଠାହାରୀ
Merogony
ଅଂଶବିଭାଜନ
Meropodite
ଖଣ୍ଡ ପାଦାଂଶ
Merotrichous
ଅଂଶଶୂକ
Merozygote