Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Median nervule
ମଧ୍ୟଶିରାନ୍ତ
Median oesophageal bulb
ମଧ୍ୟ ଗ୍ରସିକା କନ୍ଦ
Median oflactory lobe
ଘ୍ରାଣ ମଧ୍ୟ ପାଳି
Median oviduct
ମଧ୍ୟ ଅଣ୍ଡବାହିନୀ
Median plane
ମଧ୍ୟ ଢ଼ଳ
Median retractor muscle
ମଧ୍ୟ ଆକୁଞ୍ଚନ ପେଶୀ
Median sacral artery
ମଧ୍ୟ ତ୍ରିକ ଧମନୀ
Median spinnert
ମଧ୍ୟ ବୟିତ୍ର
Median suspensory ligament
ମାଧ୍ୟ ନିଲମ୍ବନ ସ୍ନାୟୁ
Median vein
ମାଧ୍ୟ ଶିରା
Median ventral cartilage
ମଧ୍ୟ ଅଧର ଉପାସ୍ଥି
Median vertical septum
ମଧ୍ୟୋଦଗ୍ର ପଟ
Median visceral ganglion
ମଧ୍ୟ ଅନ୍ତରଙ୍ଗ ଗୁଚ୍ଛକା
Median wing covert
ମଧ୍ୟ ପକ୍ଷାବରକ
Medius
ମଧ୍ୟମ
Medusoid bud
ମେଡୁସାସମ ମୁକୁଳ
Mega fauna
ମହାପ୍ରାଣୀଜାତ
Megasclere
ଦୀର୍ଘକଣ୍ଟିକା
Mellifera
ମଧୁକାର
Melliferous