Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Masseter
ଚର୍ବଣୀ
Massive gland
ସ୍ଥୂଳ ଗ୍ରନ୍ଥି
Mass prophylaxix
ସମୂହ ରୋଗନିରୋଧ
Mastax epithelium
ସପେଷଣୀ ଉପକଳ
Mastax ganglia
ସପେଷଣୀ ଗୁଚ୍ଛିକା
Mastax musculature
ସପେଷଣୀ ପେଶୀବିନ୍ୟାସ
Mastax nerve cell
ସପେଷଣୀ ତନ୍ତ୍ରିକା କୋଶିକା
Maxadeutes
ଲୈସିନିୟାଦନ୍ତକ
Maxillaris
ଜମ୍ଭିକା ତନ୍ତ୍ରିକା
Maxillary plate
ଜମ୍ଭିକା ପଟ୍ଟିକା
Maxillary tendon
ଜମ୍ଭିକା ପେଶୀରଜ୍ଜୁ
Maxillipedal
ଜମ୍ଭପଦୀୟ
Maxi llipedal nerve
ଜମ୍ଭପଦୀୟ ତନ୍ତ୍ରିକା
Maxillopalatine process
ଜମ୍ଭତାଳୁ ପ୍ରବର୍ଦ୍ଧ
Maxillulary segment
ଲଘୁଜମ୍ଭିକା ଖଣ୍ଡ
Meal worm
ଚୂର୍ଣ୍ଣ ଭୃଙ୍ଗ
Meatus venosus
ଶିରା କୁହର
Mechanical transmitter
ଯାନ୍ତ୍ରିକ ପ୍ରେଷୀ
Median giant fibre
ମଧ୍ୟ ମହାତନ୍ତୁ
Median labial muscle