Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Malariologist
ମ୍ୟାଲେରିଆ ବିଜ୍ଞାନୀ
Malaxation
ବିଚର୍ବଣ
Male gamnt
ପୁଂଯଗ୍ମକ – ଜନକ
Malignant neoplasm
ଦୁର୍ଦ୍ଦମ ନବଦ୍ରବ୍ୟ
Malignant tertian
ଦୁର୍ଦ୍ଦମ ତୃତୀୟକ
Melleolus
ଗୁଳ୍ଫବର୍ଦ୍ଧ
Memelon
ଅନ୍ତଗଣ୍ଡ
Mammary featus
ସ୍ତନୀ ଗର୍ଭ
Mandibular branch
ଚିବୁକୀୟ ଶାଖା
Mandibular scar
ଚିବୁକୀୟ ଚିହ୍ନ
Mandibular vein
ଚିବୁକୀୟ ଶିରା
Manducation
ଚର୍ବଣ
Manyplume moth
ବହୁପିଚ୍ଛକ ମଥ୍
Marginal cirus
ଉପାନ୍ତ କୁରଳ
Marginal nerve
ସୀମାନ୍ତ ସ୍ନାୟୁ
Marigram
ଚୁଆରଭଟ୍ଟାଲେଖ
Marmoset
ନଖର ବାନର
Marsupial frog
ଶିଶୁଧାନୀ ମୁଣ୍ଡକ (ପାଣି) ବେଙ୍ଗ
Marsupial toad
ଶିଶୁଧାନୀ ଭେକ (ଲୁରିବେଂଗ)
Marten