भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Myogenic

ପେଶୀଜନକ

Myoglobin

‍ମାଇଓଗ୍ଲୋବିନ୍‌

Myology

ପେଶୀ ବିଜ୍ଞାନ

Myomere

ପେଶୀ ଖଣ୍ଡକ

Myonema (=myoneme)

ପେଶୀ ସୂତ୍ରିକା

Myo-neural junction

ପେଶୀ ସ୍ନାୟୁ ସନ୍ଧି

Myotome

ଆଦି ପେଶୀ ଖଣ୍ଡକ

Myopia

ନିକଟ ଦୃଷ୍ଟି

Myoplasm

ପେଶୀ ଦ୍ରବ୍ୟ

Myriapoda

ମାରିଆ ପୋଡ଼ା

Mymecophagous

ପିପୀଲିକା ଭୋଜୀ, ପିମ୍ପୁଡ଼ି ଭୋଜୀ

Mysis stage

ମାଇସିସ୍‌ ଅବସ୍ଥା

Myxocyte

ଶ୍ଳେଷ୍ମାଶୁ

Myxoma

ମିଶ୍ର-ଅର୍ବୁଦ

Myxoma virus

ମିଶ୍ର-ଅର୍ବୁଦ ବିଷାଣୁ

Myxopodium

ବ୍ଳେଷ୍ମ ପାଦାଭ

Myxopterygium

ମିଶ୍ର ପକ୍ଷକ

Myxovirus

ମିଶ୍ର ବିଷାଣୁ

Malaricidal

ମ୍ୟାଲେରିଆ ନାଶୀ

Malaricidal drug

ମ୍ୟାଲେରିଆ ନାଶୀ ଔଷଧ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App