Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Muscle
ପେଶୀ
Muscle cardiac
ହୃତ୍ପେଶୀ
Muscle fibre
ପେଶୀ ତନ୍ତୁ
Muscle voluntary
ସ୍ଵେଚ୍ଛା ଚାଳିତ ପେଶୀ
Muscle skeletal
କଙ୍କାଳପେଶୀ
Muscle pectoral
ବକ୍ଷ ପେଶୀ
Mutation
ନବୋଦ୍ଭବ, ଉତ୍ପରିବର୍ତ୍ତନ, ମ୍ୟୁଟେସନ୍
Mutation theory
ନବୋଦ୍ଭବ ତତ୍ତ୍ଵ, ଉତ୍ପରିବର୍ତ୍ତନ ତତ୍ତ୍ଵ
Mutilation
ଅଙ୍ଗଚ୍ଛେଦନ
Mutualism
ପାରସ୍ପରିକତା, ସହ ଉପକାରିତା
Muzzle
ଥୋମଣୀ, ନାଳମୁଖ
Mycosis
କବକୀୟ ରୋଗ, କବକତା
Myelin sheath
ମଜ୍ଜାସ୍ନାୟୁ ବେଷ୍ଟକ
Myelin-cephalon
ସୁଷୁମ୍ନାଶୀର୍ଷକ
Myoloblast
ପେଶି ଜନନ କୋଶ
Myocardium
ମଧ୍ୟ ସ୍ତର
Myocoel
ଆଦିପେଶୀ ଗହ୍ଵର
Myo comma (=myoseptum)
ପେଶୀ ବ୍ୟବଧାନିକା
Myo fibril
ପେଶୀ ତନ୍ତୁକା
Myogenesis