Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Mother cell
ମାତୃକୋଶ, ଜନକ କୋଶ
Motile
ଗତିଶୀଳ
Motility
ଗତିଶୀଳତା
Motile organ
ଚଳନଯନ୍ତ୍ର
Motion nucleous
ଉପନ୍ୟଷ୍ଟି
Motor nerve
ଚାଳକ ସ୍ନାୟୁ, ପ୍ରେରକ ସ୍ନାୟୁ
Motor neuron
ଚାଳକ ତନ୍ତୁ କୋଷ, ପ୍ରେରକ ତନ୍ତୁକୋଶ
Moult
ନିର୍ମ୍ନୋକ୍ତ
Moulting
ନିର୍ମୋଚନ
Mouth
ମୁଖ
Mounting
ଆରୋପଣ
Mouth appendage
ମୁଖୋପାଙ୍ଗ
Mouth cavity
ମୁଖ ଗୁହା
Mouth opening
ମୁଖ ଦ୍ଵାର
Mouth papilla
ମୁଖ ପିଣ୍ଡିକା
Movable joint
ଚଳ ସନ୍ଧି
Movement
ଚଳନ
Mucilage
ଶ୍ଳେଷ୍ମକ
Mucin
ମ୍ୟୁସିନ୍
Mucocyte