Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Macrocytosis
ସ୍ଥୂଳାଣୁତା, ସ୍ଥୂଳ-ଅଣୁତା
Macrodactylis
ଦୀର୍ଘାଙ୍ଗୁଳି
Macrodont
ଗୁରୁ ଦନ୍ତୀ
Macro evolution
ଗୁରୁ ବିକାଶ
Macrofauna
ଗୁରୁପ୍ରାଣୀକୁଳ
Macro flagellate
ଗୁରୁ କଶାଭ
Macrogamete
ମହା ଯୁଗ୍ମକ
Macrogametocyte
ମହାଯୁଗ୍ମକ କୋଶ
Macroglossate
ଦୀର୍ଘଜିହ୍ଵ
Macrognathic
ବୃହତ୍ ହନୁ
Macroleucocyte
ଗୁରୁ ଶ୍ଵେତାଣୁ
Macromastia
ପୃଥଳସ୍ତନତା
Macromere
ମହାଖଣ୍ଡ କୋଷ
Macromerozoite
ମହାଖଣ୍ଡ ଜାଣୁ
Macro-mutation
ଗୁରୁ ଉତ୍ପରିବର୍ତ୍ତନ, ଗୁରୁ ମ୍ୟୁଟେସନ୍
Macro-mitochondria
ମହା ମାଇଟୋକଣ୍ଡ୍ରିଆ
Macro nueleocyte
ଗୁରୁ କେନ୍ଦ୍ରକାଣୁ
Macro nucleus
ମହାନ୍ୟଷ୍ଟି, ଗୁରୁ କେନ୍ଦ୍ରକ
Macro nutrient
ବୃହତ୍ ପୋଷକ
Macrophase