भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Macrocytosis

ସ୍ଥୂଳାଣୁତା, ସ୍ଥୂଳ-ଅଣୁତା

Macrodactylis

ଦୀର୍ଘାଙ୍ଗୁଳି

Macrodont

ଗୁରୁ ଦନ୍ତୀ

Macro evolution

ଗୁରୁ ବିକାଶ

Macrofauna

ଗୁରୁପ୍ରାଣୀକୁଳ

Macro flagellate

ଗୁରୁ କଶାଭ

Macrogamete

ମହା ଯୁଗ୍ମକ

Macrogametocyte

ମହାଯୁଗ୍ମକ କୋଶ

Macroglossate

ଦୀର୍ଘଜିହ୍ଵ

Macrognathic

ବୃହତ୍‌ ହନୁ

Macroleucocyte

ଗୁରୁ ଶ୍ଵେତାଣୁ

Macromastia

ପୃଥଳସ୍ତନତା

Macromere

ମହାଖଣ୍ଡ କୋଷ

Macromerozoite

ମହାଖଣ୍ଡ ଜାଣୁ

Macro-mutation

ଗୁରୁ ଉତ୍‌ପରିବର୍ତ୍ତନ, ଗୁରୁ ମ୍ୟୁଟେସନ୍‌

Macro-mitochondria

ମହା ମାଇଟୋକଣ୍ଡ୍ରିଆ

Macro nueleocyte

ଗୁରୁ କେନ୍ଦ୍ରକାଣୁ

Macro nucleus

ମହାନ୍ୟଷ୍ଟି, ଗୁରୁ କେନ୍ଦ୍ରକ

Macro nutrient

ବୃହତ୍‌ ପୋଷକ

Macrophase

ମହାଭକ୍ଷୀ କୋଷ, ବୃହତ୍‌ ଭକ୍ଷକାଣୁ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App