Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Lizard
ଏଣ୍ଡୁଅ
Labellum
ଓଷ୍ଠକ, ଲାବେଲମ, ଓଠ
Labial
ଅଧରୋଷ୍ଠ, ଅଧରୋଷ୍ଠୀୟ, ଅଧର-ଓଷ୍ଠୀୟ
Labial appendage
ଅଧରୋଷ୍ଠ ଅନୁବନ୍ଧ
Labial carlilage
ଅଧରୋଷ୍ଠ ଉପାସ୍ଥି
Labial gland
ଅଧରୋଷ୍ଠ ଗ୍ରନ୍ଥି
Labial muscle
ଓଷ୍ଠୀୟ ପେଶୀ
Labial palp
ଅଧରୋଷ୍ଠ ସ୍ପର୍ଶକ
Labial papilla
ଓଷ୍ଠୀୟ ପାପିଲା
Labial setae
ଓଷ୍ଠୀୟ ଶୂକ
Labial tentacle
ଓଷ୍ଠୀୟ କର୍ଷିକା, ଅଧରୋଷ୍ଠୀୟ କର୍ଷିକା
Labia majora
ବୃହଦ୍ ଭଗୋଷ୍ଠ
Labia minora
ଲଘୁ ଭଗୋଷ୍ଠ
Labile
ପରିବର୍ତ୍ତୀ, ଅସ୍ଥିର
Labio maxcillary
ଅଧରୋଷ୍ଠ, ଜମ୍ଭିକ
Labium
ଅଧରୋଷ୍ଠ
Laboratory
ବିଜ୍ଞାନଗାର, ପ୍ରୟୋଗଶାଳା
Laboratory condition
ପ୍ରୟୋଗଶାଳା ପରିସ୍ଥିତି
Laboratory method
ପ୍ରୟୋଗଶାଳା ବିଧି
Laboratory ware