भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Laurer’s canal

ଲୌରର ନାଳ

Law of all or none

ସର୍ବାଦାନ କଶ୍ଚତ’ ନିୟମ

Law of independent assortment

ସ୍ଵତନ୍ତ୍ର ଅପବ୍ୟୁହନ ନିୟମ

Law of inheritance

ବଂଶାନୁଗୁଣ ନିୟମ

Law of segregaation

ପୃଥକୀକରଣ ନିୟମ

Law of priority

ଅଗ୍ରଣ ନିୟମ ନାମକରଣ

Law of minimum

ନ୍ୟୂନତମ ନିୟମ

Layer

ସ୍ତର, ପରସ୍ତ

Leaf butterfuly

ପତ୍ରବତ୍‌ ପ୍ରଜାପତି

Leaf insect

ପତ୍ରବତ୍‌ କୀଟ

Leaf-eating caterpillar

ପତ୍ରହାରୀ ସଂବାଳୁଆ

Leaf hopper

ପତ୍ର ଡ଼ିଆଁଳି

Leech

ଜୋକ, ଜଳୌକ

Left-handed DNA (Z-DNA)

ବାମାବର୍ତ୍ତୀ ଡ଼.ଏନ୍‌.ଏ

Leg joint

ଗୋଡ଼ ଗଣ୍ଠି

Lens

ଲେନ୍‌ସ

Leishmania

ଲେଇମାନିଆ

Lens fibre

ଲେନ୍‌ସ ତନ୍ତୁ

Lens margin

ଲେନ୍‌ସ ଧାର

Lentic

ସ୍ଥିର ଜଳୀୟ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App