भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Kinetonucleus (motius nucleus)

ଉପନ୍ୟଷ୍ଟି

Kinetosome

ଗତିକାୟ

King cobra

ଅହିରାଜ

King crab

ରାଜ କର୍କଟ, ରାମ ଲେଖନୀ କଙ୍କଡ଼ା

King fisher

ମାଛରଙ୍କା

Kingdom

ରାଜ୍ୟ, ଜଗତ୍‌

Kinin

କାଇନିନ୍‌

Kinomere (centromere)

ସୂତ୍ରକେନ୍ଦ୍ର, ଗତିଖଣ୍ଡ

Kite

ଚିଲ

Kiwi

କିୱି

Klein felter’s syndrome

କ୍ଳାଇନ୍‌ଫେଲଟର ସଂଲକ୍ଷଣ

Klenaw fragment (E.coil)

କ୍ଳିନୋ ଖଣ୍ଡ

Klenow fragment

କ୍ଳିନୋ ଖଣ୍ଡ

Klinostat (clinostat)

ସ୍ଥିରସମତା ବିଜ୍ଞାନ

Km (Michaelis constant)

ମାଇକେଲିସ୍‌ ଧ୍ରୁବକ

Knee

ଆଣ୍ଠୁ

Knee cap (kneepam, patella)

ଆଣ୍ଠୁଫଳକ

Knob

ପିଣ୍ଡ, ଗୋବ

Knobbed chromatid

ପିଣ୍ଡିକୀୟ ଅର୍ଦ୍ଧ ଗୁଣସୂତ୍ର

Kolliker’ pit (olfactory pit)

କୋଲିକର ଗର୍ତ୍ତ, ଘ୍ରାଣ ଗର୍ତ୍ତ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App