Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Jackal
ଶୃଗାଳ, ବିଲୁଆ
Jacobson’s anastomosis
ଜାକବସନ୍ ଶାଖାଜାଲାୟନ
Jacobson’s organ
ଜାକବସନ୍ ଅଙ୍ଗ
Jaguar
ଜାଗୁଆର
Jammer
ସଂବାଧକ, ଜାମକ
Jamming
ସଂବାଧନ
Japan wax
ଜାପାନ ମହମ
Japanese encephalitis virus
ଜାପାନୀ ମସ୍ତିଷ୍କ ଶୋଧ ବିଷାଣୁ
Japanese silk
ଜାପାନୀ ରେଷମ
Japygidae
ଜାପିଜି ପରିବାର
Jassid
ଜାସିଡ୍
Jaundice
କାମଳ, ହଳଦିଆ କାମଳ
Jaw
ହନୁ
Jaw apparatus
ହନୁସାଧ୍ରତ
Jaw bone
ହନୁହାଡ଼, ଉନ୍ଵସ୍ଥି
Jaw component
ହନୁଘଟକ
Jaw contact
ହନୁସଂସ୍ପର୍ଶ
Jaw lower
ନିମ୍ନହନୁ
Jaw muscle
ହନୁ ପେଶୀ
Jaw plate