Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Intellectual property right (IPR)
ବୌଦ୍ଧିକ ସ୍ଵତାଧିକାର
Intercellular
ଅନ୍ତକୋଶୀୟ
Interaction
ପାରସ୍ପରିକ କ୍ରିୟା
Interbreed
ଅନ୍ତଃପ୍ରଜନନ
Intercalated disc
ଅନ୍ତର୍ବିଷ୍ଟ ଚକ୍ରିକା
Intercellular
ଅନ୍ତଃକୋଶୀୟ
Interclavide
ଅନ୍ତଃଅନ୍ଧକ
Intercentra
ଅନ୍ତକେଶରୁ ମୂଳ
Inter costal
ଅନ୍ତପଞ୍ଜର
Interferon
ଇଣ୍ଟରଫେରନ୍
Intercostal muscle
ଅନ୍ତପଞ୍ଜର ପେଶୀ
Interkinesis
ଅନ୍ତରାଳ ଅବସ୍ଥା
Interlamellar junction
ଅନ୍ତର୍ଦଳକୀୟ ସନ୍ଧି
Interlobular vein
ଅନ୍ତପାଳିକାଶିରା
Intermediate host
ମଧ୍ୟସ୍ଥ ପୋଷକ
Intermediary metabolism
ମଧ୍ୟସ୍ଥ ଉପଚୟନ
Intermediate placenta
ମଧ୍ୟବର୍ତ୍ତୀ ଭ୍ରୂଣବନ୍ଧ
Intermedin
ଈଣ୍ଟର ମେଡିନ୍
Intermuscular bone
ଅନ୍ତପେଶୀୟ ଅସ୍ଥି
Internal