Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Inhalent canal
ଅନ୍ତର୍ବାହୀ ନାଳ
Inhalent aperture
ଆଗମରନ୍ଧ୍ର, ଅନ୍ତର୍ବାହୀ ରନ୍ଧ୍ର
Inheritance
ଉତ୍ତରାଧିକରଣ, ବଂଶାଗତ
Interitance of acquired character
ଉପାର୍ଜିତଲକ୍ଷଣ ବଂଶାଗତ
Inherited chracter
ବଂଶାଗତ ଲକ୍ଷଣ
Inhibitor
ଦମନକ, ନିରୋଧକ
Inhibition
ନିରୋଧ, ସଂଦମନ
Inkgland
କାଳି ଗ୍ରନ୍ଥି
Inland
ଅନ୍ତର୍ଦେଶୀ
Inland fishery
ଅନ୍ତସ୍ଥଳୀୟ ମତ୍ସ୍ୟାବିଜ୍ଞାନ
Inner limiting membrane
ଅନ୍ତ ସୀମାଝିଲ୍ଲୀ
Innate behaviour
ସହଜ ବ୍ୟବହାର
Inner ear
ଅନ୍ତଃକର୍ଣ୍ଣ
Innervation
ସ୍ନାୟୁ ବିସ୍ତାର
Innominate artery
ଅନାମିକା ଧମନୀ
Innominate bone
ଅର୍ଦ୍ଧକଟି ମେଖଳା
Innominate vein
ଅର୍ଦ୍ଧକୁଟି ଶିରା
Innoculation
ପ୍ରବେଶନ, ଟୀକାକରଣ
Insect
କୀଟ
Insectarium