भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Incretory (endocrine) gland

ଅନ୍ତସ୍ରାବୀ ଗ୍ରନ୍ଥୀ

Incubatorium

ଉଷ୍ମାଳୟ

Incurrent pore

ଅନ୍ତର୍ବାହୀ ରନ୍ଧ୍ର

Incurrent siphon

ଅନ୍ତର୍ଦାହୀ ବିନାଳ

Indigestion

ଅପାଚନ

Indirect cell division

ଜଟିଳ କୌଶିକା ବିଭାଜନ

Indirect development

ଅପ୍ରତ୍ୟକ୍ଷ ବିକାଶ

Indirect differentiation

ପରୋକ୍ଷ ଅବାକଳନ

Induced mutation

ପ୍ରେରିତ ଉତ୍‌ପରିବର୍ତ୍ତନ

Imequilateral

ଅସମ ପାର୍ଶକ

Infancy

ଶୈଶବ

Infected host

ସଂକ୍ରମିକ ପରପୋଷୀ

Infictious diseases

ସଂକ୍ରାମକ ରୋଗ

Infective larva

ସଂକ୍ରାମକ ଶୂକ

Infective virus

ସଂକ୍ରାମକ ବିଷାଣୁ

Infraclass

ଅବବର୍ଗ

Infra-orbital foramen

ଅବନେତ୍ର କୋଟର ରନ୍ଧ୍ର, ଅବାକ୍ଷୀ ରନ୍ଧ୍ର

Inguinal gland

କୋଳଗାତ ଗ୍ରନ୍ଥି

Inguinal region

କୋଳଗାତ କ୍ଷେତ୍ର

Inhibiting factor

ସଂଦମନ କାରକ, ସଂଦମକ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App