भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Imitation

ଅନୁକରଣ

Imitative deception

ଅନୁକାରୀ ବଂଚନା

Immature stage

ଅପକ୍ଵ ଅବସ୍ଥା

Immune

ଅସଂକ୍ରାମ୍ୟ, ରୋଧକ୍ଷମ

Immunological test

ପ୍ରତିରକ୍ଷାତ୍ମକ ପରୀକ୍ଷଣ

Immnologist

ପ୍ରତିରକ୍ଷା ବିଜ୍ଞାନୀ

Imparipinnate

ବିଷମ ପକ୍ଷାକାର

Imperfornate coral

ଅଛିଦ୍ରୀ ପ୍ରବାଳ

Imperfornate shell

ଅଛିଦ୍ରୀ କବଚ

Imperfornnate skeleton

ଅଛିଦ୍ରୀ କଙ୍କାଳ

Impulse

ଆବେଗ

Inactivated

ନିଷ୍କୃତ

Inactive

ନିଷ୍କ୍ରିୟ

Inactivation

ନିଷ୍କ୍ରିୟଣ

Inborn

ଜନ୍ମଗତ

Inborn error

ଜନ୍ମଗତ ତ୍ରୁଟି

Inborn inbred cross

ଅନ୍ତଃପ୍ରଜାତ ସଙ୍କର

Incidental specis

ପ୍ରାସଙ୍ଗିକ ଜାତି

Incipient ganglion

ପ୍ରାରମ୍ଭୀ ଗୁଚ୍ଛିକା

Incisor lobe

ବର୍ତ୍ତନ ପାଳି

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App