भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Isometric contraction

ସମଦୂରିକ ସଂକୁଚନ

Isosmotic

ସମ‌ଅସ୍‌ମୋସିସ୍‌ ଚାପଯୁକ୍ତ, ସମପରାସରଣୀ

Isopolyploid

ସମ ବହୁଗୁଣିତ

Isothermal

ସମତାପୀ

Isotonic

ସମପରାସରୀ

Isotope

ସମସ୍ଥାନିକ

Isotype

ସମପ୍ରରୂପୀ

Isozooid

ସମଜୀବକ

Isozyme

ସମବିପାଚକ, ସମଏନ୍‌ଜାଇମ

Isthmus

ସଂଯୋଜକ

Iter

ଆଇଟର୍‌

Ivory

ଗଜଦାନ୍ତ

Ichneumon

ନେଉଳ, ନକୁଳ

Ichneumon fly

ବ୍ୟାଧ ମାଛି

Ichthyomorphic

ମସ୍ୟାରୂପୀ

Ichthyophagous

ମତ୍ସ୍ୟଭୋଜୀ

Icosahedra

ବିଂଶତଳିକା

Icosahedral

ବିଂଶ ଫଳକୀ

Identification

ପରିଚୟ

Imaginal

ପୂର୍ଣ୍ଣକ, ପୂର୍ଣ୍ଣକୀଟ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App