Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Ischio podi
ତୃତୀୟପାଦକ
Ischium
ଆସନାସ୍ଥି
Islet of Langerhans
ଲାଙ୍ଗରହାନ୍ସ ଦ୍ଵୀପ
Iso agglutinin
ସଜାତି ପ୍ରଶ୍ଳେଷିକା
Iso alleles
ପ୍ରଭାବୀ ସମ ଯୁଗ୍ମ ବିକଳ୍ପୀ
Iso cercal
ସମପାଳୀ
Iso chromosome
ସମଗୁଣସୂତ୍ର
Iso dactylous
ସମାଙ୍ଗୁଳ
Iso don’t
ସମଦନ୍ତ୍ରୀ
Iso enzyme
ସମପାଚକରସ
Iso gamy
ସମଯୁଗ୍ମନ
Iso graft
ସମକଲମୀ
Iso gamete
ସମଯୁଗ୍ମକ
Iso lecithal
ସମକୁସୁମୀ
Isolation
ଅନ୍ତରଣ, ବିୟୋଜନ, ପୃଥକୀକରଣ
Isolation theory
ପାର୍ଥକ୍ୟ ସିଦ୍ଧାନ୍ତ
Isologous
ସମଜାତୀୟ
Isomer
ସମାବୟତା
Isomerism
ସମାବୟବତା
Isometric