Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Invagination
ଅନ୍ତଃସାରଣ
Inversion
ଜିନ୍ ବିସଂଗତି
Invertase
ଇନଭରଟେଜ୍
Invertebrate
ଅମେରୁଦଣ୍ଡୀ
Investing bone (membrane bone)
ବେଷ୍ଟନାସ୍ଥି
In vivo
ଜୀବେ, ଜୀବ ଗର୍ଭରେ
Invitro
ପାତ୍ରେ, ପାତ୍ର ମଧ୍ୟରେ
Involuntary muscle
ଅନୈଚ୍ଛିକ ପେଶୀ
Induction
ଘାତକରଣ, ଅନ୍ତର୍ବର୍ତ୍ତନ, ଅଧୋବର୍ତ୍ତନ
Iodopsin
ଆୟୋଡପ୍ସିନ୍
Ionic bond
ଆୟୋନିକ ବନ୍ଧ
Ion exchange
ଅୟୋନିକ୍ ବିନିମୟ
Ion transport
ଆୟୋନ୍ ଗମନ
Iris
କନୀନିକା ପରିତାରିକା
Irradiation
କିରଣନ
Irreversible
ଅନୁଉତ୍କ୍ରମଣୀୟ
Irritability
ଉତ୍ତେଜତ, ଉତ୍ତେଜନଶୀଳତା
Ischaemia
ସ୍ଥାନିକାରକ୍ତତା
Ischial artery
ଅସନାସ୍ଥି ଧମନୀ
Ischio cavernous