Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Intestinal villi
ଅନ୍ତଃ ରୋମିକା
Intima
ଆନ୍ତରକ, ଇଣ୍ଟିମା
Intoxication
ମାଦକତା
Intracellular
ଅନ୍ତଃକୋଶୀୟ
Intracellular parasite
ଅନ୍ତଃକୋଶୀୟ ପରଜିବୀ
Intracellular digestion
ଅନ୍ତଃକୋଶୀୟ ପାଚନ
Intracellular transport
ଅନ୍ତଃକୋଶୀୟ ଅଭିଗମନ
Intracranial
ଅନ୍ତଃକପାଳୀୟ
Intramolecular respiration
ଅନ୍ତଃଅଶ୍ଵୀ ଶ୍ଵସନ
Intra nuclear
ଅନ୍ତଃନ୍ୟଷ୍ଟୀୟ, ଅନ୍ତଃକେନ୍ଦ୍ରୀୟ
Intra peritoneal
ଆନ୍ତରପର୍ଯୁଦର୍ଯା
Intra pulmonary
ଅନ୍ତଃ ଫୁସ୍ଫୁସୀୟ
Intra muscular
ଅନ୍ତଃ ପେଶୀୟ
Intra sexual
ଅନ୍ତଃଲିଙ୍ଗୀୟ
Intra specific
ଅନ୍ତର୍ଜାତି
Intra uterine
ଅନ୍ତଃ ଗର୍ଭାଶୟୀ
Intra venous
ଅନ୍ତଃ ଶିରା
Introgressive hybridisation
ଅନ୍ତଃ ପ୍ରଗତ ସଂକରଣ
Intromitent organ
ପ୍ରବେଶୀ ଅଙ୍ଗ
Intruding organism