भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Histo compatibility

ଉତକ ସୁସଂଗତି, ଉତକ ସଂଯୋକତା

Hn RNA (hetergenous nucler RNA)

ବିଷମ ସୁତ୍ରାଂଶୀୟ ନ୍ୟଷ୍ଟୀୟ ରାଇବୋନ୍ୟୁକ୍ଲିକ୍‌ ଅମ୍ଳ

Hive

କରଣ୍ଡ, ବସା

Hog

ଶୂକର

Holarctic region

ହଲାର୍‌ଟିକ କ୍ଷେତ୍ର

Holandric inheritance

ପୁଂସୀୟ ବଂଶଗତି

Holoblastic cleavage

ପୂର୍ଣ୍ଣଭଂଜୀ ବିଦଳନ

Holocene

ପୂର୍ଣ୍ଣନୂତନ ଯୁଗ

Holocrine

ପୂର୍ଣ୍ଣସ୍ରାବୀ ଗ୍ରନ୍ଥି

Holoenzyme

ପୂର୍ଣ୍ଣ ବିପାଚକ

Hologamete

ସମ୍ପୂର୍ଣ୍ଣ ଯୁଗ୍ମକ

Hologamy

ସମ୍ପୂର୍ଣ୍ଣ ଯୁଗ୍ମନ

Holo metabolious insect

ପୂର୍ଣ୍ଣରୂପାନ୍ତରିତ କୀଟ

Holo phytic nutrition

ସ୍ଵପୋଷୀ ପୋଷଣ

Holo stomatous

ପୂର୍ଣ୍ଣ ପରିମୁଖୀ

Helostylic

ପୂର୍ଣ୍ଣ ନିଲମ୍ବିତ

Holothecal

ପୂର୍ଣ୍ଣ ପ୍ରାବରକ

Holotype

ଆଦ୍ୟ ପ୍ରରୂପ

Holotrich

ପୂର୍ଣ୍ଣ ପ୍ରକ୍ଷ୍ମାଭି

Holo zoic

ପୂର୍ଣ୍ଣପ୍ରାଣୀ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App