Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Hepatic duct
ଯକୃତ ବାହିନୀ
Hepatic portal vein
ଯକୃତ ପରିବାହୀଶିରା
Hepatic sinus
ଯକୃତ ଶିରାନାଳ
Hepatic spine
ଯକୃତୀୟ ଶୂଳ, ଯକୃତି କଣ୍ଟକାସ୍ଥି
Hepatic vein
ଯକୃତଶିରା
Hepatopanereas
ଯକୃତାଗ୍ନାଶୟ
Herbivore
ଶକଭକ୍ଷୀ
Herbicide
ଶାକନାଶୀ
Heredity
ବଂଶଗତି, ଅନୁବଂଶିତା, ବଂଶାନୁକ୍ରମ
Hereditary
ପୈତୃକଗୁଣ, ବଂଶାନୁକ୍ରମିକ
Hermaphrodite
ଉଭୟଲିଙ୍ଗୀ
Hermaphroditism
ଉଭୟଲିଙ୍ଗତା
Hepatology
ଉଭୟଚର ସରୀସୃପ ବିଜ୍ଞାନ
Heteroagglutinin
ବିଜାତି ପ୍ରଶ୍ଳେଶିକା
Heteroblastic
ବିଷମବର୍ଦ୍ଧୀ, ବିଷମକରଳ
Heterocaryan (hetero karyon)
ବିଷମକେନ୍ଦ୍ରକ
Heterocercal
ବିଷମପାଳି
Heterochromatin
ଲିଙ୍ଗନିର୍ଦ୍ଧାରୀ କ୍ରୋମାଟନ୍
Heterocoelous vertebra
ବିଷମଗର୍ତ୍ତୀ କଶେରୁକା
Heterocyclic