भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Hepatic duct

ଯକୃତ ବାହିନୀ

Hepatic portal vein

ଯକୃତ ପରିବାହୀଶିରା

Hepatic sinus

ଯକୃତ ଶିରାନାଳ

Hepatic spine

ଯକୃତୀୟ ଶୂଳ, ଯକୃତି କଣ୍ଟକାସ୍ଥି

Hepatic vein

ଯକୃତଶିରା

Hepatopanereas

ଯକୃତାଗ୍ନାଶୟ

Herbivore

ଶକଭକ୍ଷୀ

Herbicide

ଶାକନାଶୀ

Heredity

ବଂଶଗତି, ଅନୁବଂଶିତା, ବଂଶାନୁକ୍ରମ

Hereditary

ପୈତୃକଗୁଣ, ବଂଶାନୁକ୍ରମିକ

Hermaphrodite

ଉଭୟଲିଙ୍ଗୀ

Hermaphroditism

ଉଭୟଲିଙ୍ଗତା

Hepatology

ଉଭୟଚର ସରୀସୃପ ବିଜ୍ଞାନ

Heteroagglutinin

ବିଜାତି ପ୍ରଶ୍ଳେଶିକା

Heteroblastic

ବିଷମବର୍ଦ୍ଧୀ, ବିଷମକରଳ

Heterocaryan (hetero karyon)

ବିଷମକେନ୍ଦ୍ରକ

Heterocercal

ବିଷମପାଳି

Heterochromatin

ଲିଙ୍ଗନିର୍ଦ୍ଧାରୀ କ୍ରୋମାଟନ୍‌

Heterocoelous vertebra

ବିଷମଗର୍ତ୍ତୀ କଶେରୁକା

Heterocyclic

ବିଷମଚକ୍ରିୟ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App