भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Germplasm theory

ଜନନଦ୍ରବ୍ୟ ସିଦ୍ଧାନ୍ତ

Germicide

ରୋଗାଣୁନାଶୀ, ଜୀବାଣୁ ନାଶୀ

Germinal disc

ଜରମିନାଲ ଡିସ୍କ, ଜନନ ବିମ୍ବ

Germinal epithelium

ଜନନ ଉପକଳା

Germinal vescicle

ଜାୟକଧାନୀ

Germinogony (polyembryony)

ବହୂଭ୍ରୁଣଜ

Germplasm

ଜନନ ଉପାଦାନ, ଜାୟକିଜୀନକ

Germplasm theory

ଜାମପ୍ଲାଜମ ସିଦ୍ଧାନ୍ତ

Gerontology

ଆୟୁବିଦ୍ୟା ବିଜ୍ଞାନ, ବୟଃବିଦ୍ୟା ବିଜ୍ଞାନ, ଜରାବିଜ୍ଞାନ

Giant chromosome

ବହୁସୂତ୍ରୀୟ ଗୁଣସୂତ୍ର, ମହାଗୁଣସୂତ୍ର

Gestation

ଗର୍ଭବିଧି, ଗର୍ଭଧାରଣ, ଗର୍ଭାବସ୍ଥା

Gigantism

ଅତିକାୟତା

Gill

କ୍ଳୋମ, କଂକଡ଼ୀ

Gill books

ପୁସ୍ତକ୍ଳୋମ

Gill cleft

ଗାଲିଚ୍ଛେଦ

Gill filament

କଂକତୀ କୋମଳସୂତ୍ର

Gill lammina

କଂକତୀ ଫଳକ

Gill pore

ଗାଲି ରନ୍ଧ୍ର

Gill pouch

କଂକତୀ କୋଷ୍ଠ

Gill raker

କଂକତୀୟ ରୋଧକ, କ୍ଳୋମ କର୍ଷଣୀ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App