भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Feather follicle

ପିଚ୍ଛପୁଟକ

Fecundity

ବହୁପ୍ରଜତା, ଜନନକ୍ଷମତା

Feeding

ଆହାର

Feeler

ସଂସ୍ପର୍ଶକ

Female

ସ୍ତ୍ରୀ, ମାଈ

Female genitalpore

ସ୍ତ୍ରୀ ଜନନ ରନ୍ଧ୍ର

Female steritity

ସ୍ତ୍ରୀ ବନ୍ଧ୍ୟତା

Femoral

ଉରୁ

Femoral artery

ଉରୁ ଧମନୀ

Femur

ଉର୍ବିକା, ଉରୁ ଅସ୍ଥି

Fenestra

ଗବାକ୍ଷ

Fenestra ovalis

ଅଣ୍ଡାକାର ଗବାକ୍ଷ

Fenestra vertibule

ପ୍ରଘାଣ ଗବାକ୍ଷ

Fermentation

କିଣ୍ଵନ

Fertile

ଉର୍ବର

Fertilization

ନିଷେକ, ସମାୟନ, ନିଷେଚନ

Fibre

ତନ୍ତୁ

Fibril

ସୂକ୍ଷ୍ମତନ୍ତୁ

Fibrile

ଅତିସୂକ୍ଷ୍ମ ତନ୍ତୁ

Fibroblast

ସଂଯୋଜୀ ଆଦିକୋଶ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App