Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Eyst
ସହାୟକ କୋଷ୍ଣିକା
Equilibrium
ଶ୍ରବଣ ସଂତୁଳନ
Ear
କର୍ଣ୍ଣ
Ear drum
କର୍ଣ୍ଣପଟହ
Ear tube
ଶ୍ରୁତି ଶ୍ରୋତନାଳୀ
Ear muscle
କର୍ଣ୍ଣପେଶୀ
Ear stone (otolith)
କର୍ଣ୍ଣକଙ୍କର
Early
ଆଦ୍ୟ
Earthworm
କେଞ୍ଚୁଆ, ମହୀଲତା
Ebner’s gland
ଏବନର୍ ଗ୍ରନ୍ଥି
Ecaudate
ପୁଚ୍ଛହୀନ
Ecdysis
ନିର୍ମୋଚନ
Ecdysone
ଏକ୍ଡାଇସୋନ୍
Ecology
ପରିପାର୍ଶ୍ଵ ବିଜ୍ଞାନ, ପାରିସ୍ଥିତିକୀ, ପାରିସ୍ଥିତି ବିଜ୍ଞାନ
Ecological factor
ପାରିସ୍ଥିତିକ କାରକ
Ecological pyramid
ପାରିସ୍ଥିତିକ ପିରାମିଡ
Ecosystem
ପାରିସ୍ଥିତିକ ତନ୍ତ୍ର, ବାସ୍ତୁତନ୍ତ୍ର
Ecotype
ପାରିସ୍ଥିତିକ ପ୍ରରୂପ
Ecrine gland
ଅସ୍ରାବୀ ଗ୍ରନ୍ଥି
Ectal