Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Epididymis
ଅଧିବୃଷଣ
Epigastric
ଅଧିଜଠର
Epigenic
ପଶ୍ଚଜାତ
Epiglottis
ଅଧିଜିହ୍ଵା
Epimere
ଅଧିଖଣ୍ଡକ
Epimerite
ଅଧ୍ୟଂଶକ
Epimeron
ପଶ୍ଚପାର୍ଶ୍ଵକ
Epimorphosis
ଅଭିରୂପାନ୍ତରଣ
Epimycium
ଅଧି ପେଶୀକା
Epinephrine
ଏନିନେଫ୍ରିନ୍
Epineural
ଅଧି ତାନ୍ତ୍ରିକ, ଅଧିସ୍ନାୟୁ
Epineurium
ସ୍ନାୟୁ ଆବରକ
Epipharynx
ଅଧିଗ୍ରସନୀ
Epipharyngeal groove
ଅଧିଗ୍ରସନୀ ଖାଞ୍ଚ
Epiphysis
ଅଧିଗ୍ରବର୍ଦ୍ଧ
Epiphyte
ପାଦକ
Epipodite
ଅଧିପାଦାଙ୍ଗ
Epithelium
ଅଧିଛଦ
Epithelium simple
ସରଳ ଅଧିଛଦ
Epithelium ciliated