Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Encystment
ପୁଟିଭବନ, କୋଷ୍ଠିକାଭବନ
Enclosure
ଖୁଆଡ଼
Endemic
ସ୍ଥାନିକ
Endemic goitre
ସ୍ଥାନିକ ଗଳଗଣ୍ଡ
Endemic population
ସ୍ଥାନିକ ଜନସଂଖ୍ୟା ସ୍ଥାନିକ ଅଧିବାସୀ
Endergonic
ଭର୍ଜାଶୋଷୀ
Endocardium
ଅନ୍ତ ହୃଦସ୍ତର
Endochorion
ଅନ୍ତଃ ଜରାୟୁ
Endocoel (endocoel)
ଅନ୍ତଃଗୁହା
Endocranium
ଅନ୍ତଃ କପାଳ
Endocrine gland
ଅନ୍ତଶ୍ରାବୀ ଗ୍ରନ୍ଥ
Endocrine system
ଅନ୍ତଶ୍ରାବୀ ତନ୍ତ୍ର
Endocrinology
ଅନ୍ତଶ୍ରାବ ବିଜ୍ଞାନ
Endocytosis
ଏଣ୍ଡୋସାଇଟୋସିସ୍, ଅନ୍ତଃ କୋଶିକତା
Endoderm
ଅନ୍ତଃତ୍ଵକ, ଅନ୍ତଃଚର୍ମ
Endogenous
ଅନ୍ତର୍ଜାତ
Endolymph
ଅନ୍ତଃଲସିକା
Endolymphatic duct
ଅନ୍ତଲସିକା ସରଣୀ
Endometrium
ଗର୍ଭାଶୟ ଅନ୍ତଃସ୍ତର
Endomitosis