भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Electron microscope

ଇଲେକ୍ଟ୍ରନ୍‌ ସୂକ୍ଷ୍ମଦର୍ଶୀ

Eleocyte

ବସାଣୁ, ତୈଳାଣୁ

Elinguata

ଅଜିହ୍ଵୀ

Elliptical

ଉପ ବୃତ୍ତାକାର

Elytra

ପକ୍ଷବର୍ମ

Emboly

ଅନ୍ତଃ ସରଣ

Embryo

ଭ୍ରୁଣ

Embryology

ଭ୍ରୁଣବିଜ୍ଞାନ

Embryo culture

ଭ୍ରୁଣ ସମ୍ବର୍ଦ୍ଧନ

Embyogenesis

ଭ୍ରୁଣ ଉଦ୍‌ଭବ

Embryogenic character

ଭ୍ରୁଣୀୟ ଗୁଣ, ଭ୍ରୁଣୀୟ ଲକ୍ଷଣ

Embryogenic development

ଭ୍ରୁଣ ବିକାଶ

Embryonic froth

ଭ୍ରୁଣ ବିକାଶ

Embryonic fluid

ଭ୍ରୁଣୀୟତରଳ

Embryony

ଭ୍ରୁଣାୟନ

Embryophore

ଭ୍ରୁଣଧର

Emulsification

ଏମଲ୍ସିକରଣ, ଅବଦ୍ରବଣ

Enamel

ଦନ୍ତବଳ୍କ

Encapsulation

ସଂପୁଟନ, ସଂପୁଟୀକରଣ

Encephalon

ମସ୍ତିଷ୍କ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App