Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Egg chamber
ଡ଼ିମ୍ବ କକ୍ଷ
Egg case
ଡ଼ିମ୍ବାଧାର
Egg membrane
ଡ଼ିମ୍ବଝିଲ୍ଲୀ
Egg pouch
ଡ଼ିମ୍ବକୋଷ୍ଠ
Egg production
ଡ଼ିମ୍ବୋତ୍ପାଦନ
Egg teeth
ଭ୍ରୁଣଦନ୍ତ
Egg yolk
ଭ୍ରୁଣପିତକ
Eight nucleated cyst
ଅଷ୍ଟ-ନ୍ୟଷ୍ଟୀୟ କୋଷ
Ejaculation
ନିଷେଚନ, ସ୍ଖଳନ
Ejaculatory duct
ନିଷେଚକ ସାରଣୀ
Elasmobranch
ଉପାସ୍ତିମୀନ
Elastic
ଇଲାଷ୍ଟିକ୍, ନମନୀୟତା
Elastic cartilage
ଇଲାଷ୍ଟିକ୍ ଉପାସ୍ଥି
Elastic fibre
ଇଲାଷ୍ଟିକ୍ ତନ୍ତୁ
Elastic tissue
ଇଲାଷ୍ଟିକ୍ ଉଦକ
Elbow
କହୁଣୀ
Electric organ
ବିଦ୍ୟୁତ୍ଅଙ୍ଗ
Electric stimulus
ବିଦ୍ୟୁତ ଉଦ୍ଦୀପନ
Electrogenic tissue
ବିଦ୍ୟୁତ ଉତ୍ପାଦୀ ତନ୍ତୁ
Electro chemical potential