Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Dorsal chord
ପୃଷ୍ଠରଜ୍ଜୁ
Dachs
ଶ୍ଵେତାଙ୍କ
Dachshund
ଶିକାରୀ କୁକୁର
Dactylopodite
ଅଙ୍ଗୁଳି ପାଦାଂଶ
Dactylopore
ଅଙ୍ଗୁଳି ରନ୍ଧ୍ର
Dactylostyle
ଅଙ୍ଗୁଳିଶୂକ
Dactylous
ଅଙ୍ଗୁଳି ଆକାର
Dactylo zooid
ଆକର୍ଷୀ ଜୋଏଡ, ଅଙ୍ଗୁଳି ଜୀବକ
Dactylus
ଅଙ୍ଗୁଳିକା, ଅଙ୍ଗୁଳି ଖଣ୍ଡ
Dagger bone
କଟରାସ୍ଥି
Dauermodification
ଅବଧିରୂପାନ୍ତରଣ
Daughter cell
ଅପତ୍ୟ କୋଶ, ସନ୍ତତି କୋଶ
Daughter chromosome
ସଂତତି ଗୁଣସୂତ୍ର
Daughter nucleus
ସଂତତି କେନ୍ଦ୍ରକ (ନ୍ୟଷ୍ଟି)
De adaptation
ବ୍ୟନୁକୂଳନ
Dealate
ବିପଙ୍ଖୀ
Deamination
ନିରୈମିନିକରଣ
Deaminise
ବିଏମିନିକରଣ
Death feigning
ମୃତ୍ୟୁସ୍ଵାଂଗ
Death worm