भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Ductus communis

ସଂଯୋଗୀ ବାହିନୀ

Ductus sacculi

ସାକୁଲାସ୍‌ ପ୍ରଣାଳୀ

Ductus utriculi

ଈଉଟ୍ରିକୁଲସ୍‌ ପ୍ରଣାଳୀ

Duodenum

ଗ୍ରହଣୀ

Duodenal artery

ଗ୍ରହଣୀ ଧମନୀ

Duodenal ligament

ଗ୍ରହଣୀ ତନ୍ତୁ

Duodenal vein

ଶିରା

Duplicate gene

ଦ୍ଵିକ ଜିନ୍‌, ଦ୍ଵିଗ ଗୁଣପିଣ୍ଡ

Dusk

ଗୋଧୂଳିକା

Dust cloud

ଧୂଳିମେଘ

Dust fog

ଧୂଳି କୋହରା

Dust trap

ଧୂଳି ପାଶ

Dwarfism

ବାମନତା

Dyad stage

ଦ୍ଵିୟକ ଅବସ୍ଥା

Dyogenic

କୁଜନକ

Dysphotic region

ମନ୍ଦ ପ୍ରକାଶୀ କ୍ଷେତ୍ର

Dystrophy

କ୍ଷୟ

Dura mater

ଡ୍ୟୁରା ମେଟର

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App