भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Double homozygote

ଦ୍ଵିସମ ଯୁଗ୍ମକ

Double sex

ଦ୍ଵିଲିଙ୍ଗ

Down feather

କୋମଳ ପର

Dragnet

ମହାଜାଲ

Dragonfly

କଙ୍କି

Dredge

ନିକର୍ଷ

Dredging

ନିକର୍ଷଣ

Driftnet

ଅପବାହୀ ଜାଲ

Drone

ପୁଂମଧୁପ, ପୁଂମକ୍ଷୀକା

Droopyear

ନିମିତ କର୍ଣ୍ଣ

Drug resistant strain

ଔଷଧ ପ୍ରତିରୋଧ ବିଭେଦ

Drum of ear

କର୍ଣ୍ଣପଟ

Duct

ନାଳି

Ductless gland

ବାହିନୀହୀନ ଗ୍ରନ୍ଥି, ଅନାଳ ଗ୍ରନ୍ଥି

Duct of Cuvier

କୁଭିଅର୍‌ ନାଳି

Ductule

ବାହିନୀକା

Ductus seminalis

ଶୁକ୍ର ବାହିନୀ

Ductus ejaculatus

ସ୍ଖଲନ ବାହିନୀ

Ductus endolymphaticus

ଅନ୍ତଃଲସିକା ବାହିନୀ

Ductus venosus

ଶିରା ବାହିନୀ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App