Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Cacatua
କାକାତୁଆ
Cadastral map
ଭୂସଂପତ୍ତି ମାନଚିତ୍ର
Caecalartery
ଅନ୍ଧନାଳ ଧମନୀ
Caecum
ଅନ୍ଧନାଳ, ଭଣ୍ଡୁକ
Caenogenesis
ନବୋତ୍ପନ୍ନ
Cage
ପଞ୍ଜୁରୀ
Calcaneal process
ଗୁଳ୍ଫାସ୍ଥି ପ୍ରବଦ୍ଧ
Calcaneum
କ୍ୟାଲକ୍ୟାଣକାନିଅମ, ପ୍ରଗୁଳ୍ଫାସ୍ଥି
Calcareous ring
ଚୂର୍ଣ୍ଣମୟ ବଳୟ
Calcareous shell
ଚୂର୍ଣ୍ଣମୟ କବଚ
Calciferous gland
ଚୂର୍ଣ୍ଣଧର ଗ୍ରନ୍ଥି, ଚୂର୍ଣ୍ଣସଜକ ଗ୍ରନ୍ଥି
Calcification
କ୍ୟାଲସିକରଣ
Calcify
କ୍ୟାଲସୀଭୂତ ହେବା
Calcoblast
ଚୂର୍ଣ୍ଣକୋରକ
Calender year
ସାବନ ବର୍ଷ
Calf
ବାଛୁରୀ, ଜଂଘାପିଣ୍ଡିକା
Calf muscle
ଜଂଘପେଶୀ
Calobiosis
କେଲୋବାୟୋସିସ୍, ଜାୟା-ଜୀବନ
Calyciform
ଚଷକ ରୂପ
Camarodont