भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Carpal joint

ମଣିବନ୍ଧ ସନ୍ଧି

Carpus

ମଣିବନ୍ଧ

Cartilage

ତରୁଣାସ୍ଥି, ଉପାସ୍ଥି

Cartilagenous

ତରୁଣାସ୍ଥିମୟ, ଉପାସ୍ଥିମୟ

Cartilagenous joint

ତରୁଣାସ୍ଥିମୟ ସନ୍ଧି

Cartilagenous fish

ତରୁଣାସ୍ଥି ମତ୍ସ୍ୟ, ଉପାସ୍ଥିମତ୍ସ୍ୟ

Caruncle

ଶୃଙ୍ଗିକା, ବୀଜଚୋଳକ

Case

ଆଧାର

Case egg

ଡିମ୍ବାଧର

Casting

ଜିଆମଳ

Catabolism

ଅପଚୟନ, ଅପଚିତ

Catadromous

ସମୁଦ୍ର ଭିଗାମୀ

Catastrophe

ପ୍ରଳୟ

Catenation

ଶୃଙ୍ଗାଳାୟନ

Catenoid

ଶୃଙ୍ଗଳାକୃତ

Caterpillar

ସମ୍ବାଳୁଆ, ପାଦକଶୁକ

Cauda equina

ସୁଷୁମ୍ନା ସ୍ନାୟୁଗୁଚ୍ଛ

Caudaal

ପୁଚ୍ଛ

Caudaal vertebra

ପୁଚ୍ଛ କଶେରୁକ

Caudaal appendage

ପୁଚ୍ଛ ଉପାଙ୍ଗ, ପୁଚ୍ଛୀୟ ଉପାଙ୍ଗ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App