भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Cervical artery

ଗ୍ରୀବାଧମନୀ

Cervical rib

ଗ୍ରୀବା ପଞ୍ଜରା

Cervical duct

ଗ୍ରୀବା ନାଳୀ

Cervical apapilla

ଗ୍ରୀବାପିଣ୍ଡିକା

Cervical vertebra

ଗ୍ରୀବାକ ଶେରୁ

Chaeta

କିଟା, ଶୂକ

Chaetegerous sac

ଶୂକଘର କୋଶ

Chaetopoda

ଶୁକପଦୀ

Chaetotaxy

ରୋମକ୍ରମ, ଶୂକ ବିନ୍ୟାସ

Chalaza

ଶ୍ଵେତରଜ୍ଜୁ

Chamber

କକ୍ଷ

Character

ଲକ୍ଷଣ, ଗୁଣ

Character ecternal

ବାହ୍ୟ ଲକ୍ଷଣ

Character general

ସାଧାରଣ ଲକ୍ଷଣ

Characteristic

ବିଶେଷ ଲକ୍ଷଣଯୁକ୍ତ

Chemotherapy

ରସୋଚିକିତ୍ସା

Checkcross

ଯାଞ୍ଚ ପ୍ରସଂକରଣ

Checker board

ଚେକରପଟା, ସତରଞ୍ଜ ପଟା, ଚେସ୍‌ପଟା

Cheek

ଗଣ୍ଡସ୍ଥଳ, ଗାଲ

Cheek pouch

ଗଲ୍ଲ କୋଷ୍ଠ, ଗଲ୍ଲମୁଣି

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App