Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Basillar
ଦଣ୍ଡାକାର
Bacillus
ଦଣ୍ଡାଣୁ, ବେସିଲସ୍
Back
ପୁଷ୍ପ, ପୁଚ୍ଛ
Backbone
ମେରୁଦଣ୍ଡ
Back cross
ପଶ୍ଚାତ୍, ପ୍ରସମାୟନ, ପ୍ରତୀପ ସଂକରଣ
Back fauna
ପଶ୍ଚଜଳୀୟ ପ୍ରାଣୀଜାତି
Back fin
ପୃଷ୍ଠପକ୍ଷ
Bacteria
ବୀଜାଣୁ
Bacterial recombination
ବୀଜାଣୁ ସଂଯୋଜନ
Bacterial transduction
ବୀଜାଣୁ ଜୀନବହନ
Bacterial transformation
ବୀଜାଣୁ ରୂପାନ୍ତରଣ
Bacteriocide
ବୀଜାଣୁନାଶୀ
Bacteriophage
ବୀଜାଣୁ ଭୋଜୀ
Balance
ସ୍ଥିତି, ସମତୁଳନ
Balanud diet
ସନ୍ତୁଳିତ ଆହାର
Balance of nature
ପ୍ରକୃତିର ସନ୍ତୁଳନ
Baleen
ତିମି ଶୃଙ୍ଗାସ୍ଥି, ତିମ୍ୟସ୍ଥି
Ball and socket joint
କୋଟର ସନ୍ଧି
Banb
କଣ୍ଟକ, ପଚ୍ଛକ
Banbed pouch