Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Brachiopod
ଭୁଜପାଦ
Bract
ପ୍ରତାଭ
Bradycardia
ହୃଦ୍ମଳତା
Bradyodonti
ହୃଦ୍ଦନ୍ତୀ
Brain
ମସ୍ତିଷ୍କ
Brain fore
ଅଗ୍ରମସ୍ତିଷ୍କ
Brain hind
ପଶ୍ଚାତ୍ ମସ୍ତିଷ୍କ
Brain middle
ମଧ୍ୟ ମସ୍ତିଷ୍କ
Brain cell
ମସ୍ତିଷ୍କ କୋଶ
Brain coral
ମସ୍ତିଷ୍କ ପ୍ରବାଳ
Brain fever
ମସ୍ତିଷ୍କ ଜ୍ଵର
Brain stem
ମସ୍ତିଷ୍କ ସ୍ତମ୍ଭ
Branched
ଶାଶାୟିତ, ଶାଖିତ
Branchial
କ୍ଳୋମ,କୋମିୟ
Branchial aperture
କ୍ଳୋମ ରନ୍ଧ୍ର
Branchial basket
କ୍ଳୋମ କଣ୍ଡି
Branchial arch
କ୍ଳୋମ ଚାପ
Branchial cleft
କ୍ଳୋମ ଛେଦ
Branchial sac
କ୍ଳୋମ ସ୍ଥଳୀ
Branchial cartilage