Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Botryoidal tissue
ଦ୍ରାକ୍ଷଗୁଚ୍ଛାଭ
Bot fly
ତୁଙ୍ଗମାଛି
Bothridium
ଚୁଷକ ପତ୍ର
Bottom feeder
ଅଧସ୍ଥଳ ଭୋଜୀ
Bottom life
ତଳି ଜୀବନ
Botulism
ବଟୁଲିନତା
Bovidae
ଗୋକୁଳ
Bovine insuline
ଗୋ ଇନସୁଲିନ୍
Brachelytra
ଲଘୁପକ୍ଷବର୍ମ
Brachial
ବାହବୀୟ
Brachial artery
ଭୁଜ ଧମନୀ, ବାହୁ ଧମନୀ
Brachial disc
ବାହୁ ପୀଠ, ବାହୁ ବିମ୍ବ
Brachial ganglion
ବାହୁ ଗୁଚ୍ଛିକା
Brachial nerve
ବାହୁ ସ୍ନାୟୁ, ରୁଜ ସ୍ନାୟୁ, ବାହୁ ତନ୍ତ୍ରିକା
Brachial ossicle
ବାହୁ
Brachial plexus
ବାହୁ ଜାଲକ
Brachial vein
ବାହୁଶିରା
Brachiation
ବାହୁଗମନ
Brachiolar arm
ଲଘୁ ବାହୁ ଭୁଜା
Brachiolaria larva