भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Bombardier beetle

ପ୍ରକ୍ଷେପି ଭୃଙ୍ଗ

Baubay duck

ବମ୍ବେଡକ୍‌ ମାଛ

Bone

ଅସ୍ଥି, ହାଡ଼

Bone cell

ଅସ୍ଥି କୋଶ

Bone marrow

ଅସ୍ଥି ମଜ୍ଜା

Bone cranial

କରୋଟିକାସ୍ଥି

Bone membranous

ଝିଲ୍ଲୀ ଅସ୍ଥି

Bone meal

ଅସ୍ଥି ଚୂର୍ଣ୍ଣ

Bone structure

ଅସ୍ଥି ସଂରଜନା

Bone tissue

ଅସ୍ଥି ଉତି, ଅସ୍ଥି ଟିସୁ

Bony

ଅସ୍ଥିଳ

Book gill

ପୁସ୍ତକ୍ଳୋମ

Book louse

ପୁସ୍ତକ ଉକୁଣୀ

Book lung

ପୁସ୍ତ ଫୁସ୍‌ଫୁସ୍‌

Booster gene

ତୀବ୍ରକର ଗୁଣପିଣ୍ଡ (ଜିନ୍‌), ଅଭିବର୍ଦ୍ଧକ ଗୁଣପିଣ୍ଡ

Borer

ଛିଦ୍ରକ, ବେଧକ, ବିଳକ

Boring shell

ଖୋଦକ ଶୁକ୍ତି

Boring sponge

ଖୋଦକ ସ୍ପଞ୍ଜ

Bouquet stage

ଗୁଚ୍ଛାବସ୍ଥା

Bowman’s capsule

ବୋମାନ ସଂପୁଟ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App