भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Bison

ଗୌର, ବାଇସନ୍‌

Biting

ଦଂଶନ

Bivalent

ଦ୍ଵିଯୋଗୀ, ଯୁଗଳୀ

Bivalve

ଦ୍ଵିକବଚୀ, ଦ୍ଵିକପାଟୀ

Bivium

ଦ୍ଵିଭୁଜିକା

Black buck

କୃଷ୍ଣସାର

Black bird

କସ୍ତୁରୀ

Black coral

କୃଷ୍ଣପ୍ରବାଳ

Black finned shark

କୃଷ୍ଣପକ୍ଷ ଯୁକ୍ତ ମଗରମାଛ

Bladder

ସ୍ଥଳୀ, ଆଶ୍ରୟ

Bladder air

ବାୟୁସ୍ଥଳୀ

Bladder urinary

ମୂତ୍ରସ୍ଥଳୀ

Blastema

ପ୍ରମୁକୁଳ

Blastocoel

ବ୍ଳାଷ୍ଟୁଲାଗୁହା, କୋରକ ଗୁହା

Blastocyst

କୋରକ ପୁଟୀ

Blastocyte

କୋରକାଣୁ

Blastoderm

କୋରକ ଚର୍ମ, ଭ୍ରୂଣାଦ୍ୟଚର୍ମ

Blastodermic vescicle

ଭ୍ରଣାଦ୍ୟଚର୍ମଧାନୀ, କୋରକ ଚର୍ମୀୟ ଆଶୟ

Blastodisc

କୋରକବିମ୍ବ, ଅଣ୍ଡ ଚକ୍ରିକା

Blastogenesis

କୋରକ ଜନନ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App