Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Bi parental
ଦ୍ଵିଜନକୀୟ
Biparental zygote
ଦ୍ଵିଜନକୀୟ ଯୁଗ୍ମଜ
Bipolar
ଦ୍ଵିମେରୁକ, ଦ୍ଵିଧ୍ରୁବୀୟ
Bipectinate
ଦ୍ଵିକଙ୍କତୀ
Bipectinate antenna
ଦ୍ଵିକଙ୍କତୀ ଶୃଙ୍ଘିକା
Bipolar axon
ଦ୍ଵିମେରୁକ ତନ୍ତ୍ରୀକୋଷ, ଦ୍ଵିଧ୍ରୁବୀ ତନ୍ତ୍ରୀକାକ୍ଷ
Bipolar cell
ଦ୍ଵିଧ୍ରୁବୀ କୋଷ
Bipolar nerve cell
ଦ୍ଵିଧ୍ରୁବୀୟ ତନ୍ତ୍ରୀକା କୋଷ
Bipolar neuron
ଦ୍ଵିଧ୍ରୁବୀ ତନ୍ତ୍ରୀକା କୋଷ
Bipolar species
ଦ୍ଵିଧ୍ରୁବୀ ଜାତି
Bipolar spindle
ଦ୍ଵିଧ୍ରୁବୀ ତର୍କୁ
Bipunctate
ଦ୍ଵିବିନ୍ଦୁକ
Biradiall symmetry
ଦ୍ଵି-ଅର ସମମିତି
Biramous
ଦ୍ଵିଶାଖୀ
Biramous appendage
ଦ୍ଵିଶାଖୀ ଉପାଙ୍ଗ, ଦ୍ଵିଶାଖୀ ଅନୁବନ୍ଧ
Bird
ପକ୍ଷୀ
Bird ringing
ପକ୍ଷୀବଳୟନ
Biserate
ଦ୍ଵିପଂକ୍ତିକ
Bisexual
ଉଭୟଲିଙ୍ଗୀ, ଦ୍ଵିଲିଙ୍ଗୀ
Bisulcus