Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Biological transformation
ଜୈବସଞ୍ଚାରଣ
Bioinformatics
ଜିନୋମ ବିଶ୍ଳେଷଣ, କମ୍ପୁଟରୀକରଣ, ଜୈବସୂଚନା ବିଦ୍ୟା
Biologist
ଜୀବବିଜ୍ଞାନବିତ୍
Biology
ଜୀବ ବିଜ୍ଞାନ
Biology molecular
ଆଣବିକ ଜୀବ ବିଜ୍ଞାନ
Bioluminescence
ଜୀବଜ୍ୟୋତି, ଜୀବ ସଂଦୀପ୍ତି
Bioluminescent organism
ଜ୍ୟୋତିଃସମ୍ପନ୍ନ ଜୀବ
Biomass
ଜୈବମାତ୍ରା, ଜୀବଭାର
Biometry
ଜୀବ-ସାଂଖ୍ୟିକୀ, ଜୀବମିତି
Bionomics
ଜୀବ ପରିବେଶ ବିଜ୍ଞାନ, ଜୀବ ପାରିସ୍ଥିତକୀ
Biophore
ଜୀବଘର
Biophilus
ଜୀବରାଗୀ
Biota
ଜୀବସଂଘତି
Biotic
ଜୈବ
Biotic factor
ଜୈବକାରକ
Biopsy
ଜୀବୋତି ପରୀକ୍ଷା
Biotype
ଜୈବପ୍ରରୂପ
Biotechnology
ଜୈବ ପ୍ରଯୁକ୍ତି ବିଦ୍ୟା, ଜୈବ ପ୍ରଦ୍ୟୋଗିକୀ
Biosynthesis
ଜୈବସଂଶ୍ଳେଷଣ
Biosynthetic pathway