भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Acephalocyst

ଅଶିରକୋଷ୍ଠିକା

Acephalous

ଅଶିର, ଶିରହୀନ, ମଥାହୀନ

Acerous

ଶୃଙ୍ଗହୀନ

Acetabulum

ଆସିଟାବୁଲମ, ଶ୍ରୋଣୀଉଲୁଖଳ ଚୂଷକ

Accommodation of eye

ଚକ୍ଷୁ ସମଞ୍ଜନ କ୍ଷମତା

Achromation

କ୍ରୋମାଟିନ୍ ବିହୀନ

Acephaly

ମୁଣ୍ଡହୀନତା, ଅଶିରସ୍ମା

Acicular

ସୂଚ୍ୟାକାର

Aciform

ସୂଚ୍ୟାକାର

Acinus

ଗୁଚ୍ଛକୋଷ୍ଟକ, ଗୁଚ୍ଛଥଳି ଏକକ

Aciculum

ସୂଚିକା

Acid

ଅମ୍ଳ

Acromasia

ଅବର୍ଣ୍ଣକତା

Acme

ଚରମୋନ୍ନତି, ଚରମ

Achondrophasia

ଉପାସ୍ଥି ଅବିକଷନ, ଉପାସ୍ଥିଅବର୍ଦ୍ଧନ

Achromatic spindle

ଅବର୍ଣ୍ଣକ କଣ୍ଡା

Achromatic

ଅବର୍ଣ୍ଣକ

Acromesomal mitosis

ଅଗୁଣସୂତ୍ରୀ ସମବିଭାଜନ

Acoelomate

ଶରୀର – ଗହ୍ଵର ହୀନ

Acoelous

ଗର୍ଭହୀନ, ଅଗର୍ତ୍ତୀ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App