भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Abyssal

ଅଗାଧ, ବିତଳ

Abyssal benthos region

ଅଗାଧ କ୍ଷେତ୍ର, ବିତଳ ନିତଳ କ୍ଷେତ୍ର

Abyssal fauna

ନିତଳ ପ୍ରାଣୀଜାତ

Abyssal fish

ବିତଳ ମୀନ

Abyssal life

ବୀତଳୀୟ ଜୀବନ

Abyssal organism

ବୀତଳୀୟ ଜୀବ

Abyssal zone

ବିତଳ କ୍ଷେତ୍ର

Abysso benthic

ବିନିତଳସ୍ଥ, ଏବିସୋବେନ୍‌ଥିକ୍‌

Abyssopelagic zone

ବିତଳ ବୋଳପବର୍ତ୍ତୀ କ୍ଷେତ୍ର, ବିତଳ‌ଉସମୁଦ୍ରାକ୍ଷେତ୍ର

Abzyme

ଏକକ୍ଳୋମୀ ପ୍ରତିରୋଧକ ଯାହା ପାଚକ ରସ ସଦୃଶ

Acantha

କଣ୍ଟ

Acantho podus

କଣ୍ଟକ ପଦ

Acanthi form

କଣ୍ଟାକାର

Acantho style

ଏକାନ୍ଥୋସ୍ଟାଇଲ

Acanthus

କଣ୍ଟାଳିଆ

Acarid

ଟିଙ୍କ, ବରୁଥ

Acarology

ଟିଙ୍କ ବିଜ୍ଞାନ, ବରୁଥୀ ବିଜ୍ଞାନ

Acaudal

ଅପୁଛୀ

Accessory organ

ସହାୟକ ଅଙ୍ଗ

Accessory gland

ସହାୟକ ଗ୍ରନ୍ଥୀ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App