भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567892021Next >

Ear

କେଣ୍ଡା, ଶିସା

Early

ସହଳ

Early wood

ସହଳ କାଠ

Ebracteote

ଅନୁପ ପତ୍ରୀ, ସହ ପତ୍ରହୀନ

Ebracteolate (ebracteatus)

ଉପ ପତ୍ରକ ହୀନ, ଅନୁପ ପତ୍ରକ

Ecad

ଇକାଡ଼୍‍, ପାରିଜ

Ecesis

ସଂସ୍ଥାପନ, ନବ ଆବାସ

Ecnard

ଅପ୍ରାପ୍ୟ ଜଳ

Echin

କଣ୍ଟକୀ

Echinate

କଣ୍ଟକୀ, କେତକୀଫୁଲ ଭଳି, ଏଖିନ

Echinulate

ଲଘୁକଣ୍ଟକୀ

Eciliate

ଅପକ୍ଷା

Echlorophyllose

ହରିତକୀ-ହୀନ

Ecise (oecise)

ନବବାସ

Ecliipsiophyte

ପ୍ରଚ୍ଛନ୍ନୋଦ୍ଭିଦ

Ecocline

ପରିବେଶୀ ପ୍ରବଣତା

Ecoform

ପାରିରୂପ, ପରିବେଶରୂପ

Ecogenesis

ପାରିସ୍ଥିତିକ ଉତ୍ପତ୍ତି, ପରିବେଶୀୟ ଉତ୍ପତ୍ତି

Ecological

ପରିବେଶୀୟ

Ecological amplitude

ପରିବେଶୀ ବିସ୍ତାର
< previous1234567892021Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App