भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

< previous12345Next >

V.P. voucher

ମୂଲ୍ୟଦେୟ ଭାଉଚର

V.V.P. Parcel

ଭି.ପି.ପି. ପାର୍ସଲ

valid

ବୈଧ

valid

ବୈଧ

valid ratification

ବିଧିମାନ୍ୟ ଅନୁସମର୍ଥନ

validity

ବୈଧତା

validity period

ବୈଧତା ସମୟ

validity period

ବିଧିମାନ୍ୟତା ଅବଧି

valuable consideration

ମୂଲ୍ୟବାନ ପ୍ରତିଫଳ

valuation

ମୂଲ୍ୟାୟନ, ମୂଲ୍ୟାଙ୍କନ

valuation balancesheet (used in life insurance)

ମୂଲ୍ୟାଙ୍କନ ଉଦ୍‌ବୃତ୍ତପତ୍ର (ଜୀବନ ବୀମାରେ ଲାଭ ନିର୍ଣ୍ଣୟ ପାଇଁ)

valuation by group

ବର୍ଗାନୁସାରେ ମୂଲ୍ୟାୟନ

valuation clause

ମୂଲ୍ୟାୟନ ଧାରା

valuation method

ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତି

valuation statement

ମୂଲ୍ୟ ନିର୍ଦ୍ଧାରଣ ବିବରଣ

valuator (valuer)

ମୂଲ୍ୟାଙ୍କନକାରୀ

value

ମୂଲ୍ୟ

value above par

ଅଧିମୂଲ୍ୟ

value added tax (VAT)

ଅତିରିକ୍ତ ମୂଲ୍ୟ କର

value analysis

ମୂଲ୍ୟ ବିଶ୍ଳେଷଣ
< previous12345Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App