भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

< previous1234567892627Next >

S.O.S. (save our soul)

ସଙ୍କଟ ସନ୍ଦେଶ

sabotage

ଆନ୍ତର୍ଘାତୀ କାର୍ଯ୍ୟ, ଅନ୍ତର୍ଘାତୀ କାର୍ଯ୍ୟ କରିବା

sack

ଅଖା, ବସ୍ତା

sacrifice

ତ୍ୟାଗ, ତ୍ୟାଗ କରିବା

safe

ନିରାପଦ, ଲୁହା ସିନ୍ଦୁକ

safe custody deposit

ସୁରକ୍ଷାର୍ଥ ଜମା

safe guard

ରକ୍ଷା ଉପାୟ, ରକ୍ଷା କରିବା

safety measures

ନିରାପତ୍ତା ଉପାୟ

safety of capital

ପୁଞ୍ଜିର ସୁରକ୍ଷା

sagging

ଦର ହ୍ରାସ, ଦର ହ୍ରାସ କରଣ

sailing

ଜଳ ଯାତ୍ରା କରିବା, ପାଲ

salary

ଦରମା, ବେତନ

salary saving scheme

ବେତନ-ସଞ୍ଜୟ-ଯୋଜନା

sale

ବିକ୍ରୟ, ବିକ୍ରୀ

sale and lease back

ବିକ୍ରୟ ତଥା ପଟ୍ଟା

sale by description

ବର୍ଣ୍ଣନା ଅନୁସାରେ ବିକ୍ରି

sale by description

ବର୍ଣ୍ଣନାତ୍ମକ ବିକ୍ରି

sale by sample

ନମୁନାଭିତ୍ତିକ ବିକ୍ରି

sale deed

ବିକ୍ରୟ ଦଲିଲ, କବଲା

saleable

ବିକ୍ରିଯୋଗ୍ୟ
< previous1234567892627Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App